Invitation Letter for Saraswati Puja in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ " ସରସ୍ଵତୀ ପୂଜା ପାଇଁ ନମୁନା ନିମନ୍ତ୍ରଣ ପତ୍ର ଲିଖନ ।" for Students. Saraswati puja pain nimantran patra in odia.
Invitation Letter for Saraswati Puja in Odia Language
ଓଁ ଶ୍ରୀ ଶ୍ରୀ ସରସ୍ୱତୈ ନମଃ
“ଓଁ ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ୱେତ ପଦ୍ମାସନା
ଯା ବୀଣା ବରଦଣ୍ଡମଣ୍ଡିତକରା ଯା ଶୁକ୍ଳ ବସ୍ତ୍ରାବୃତା ।
ଯା ବ୍ରହ୍ମାଚ୍ୟୁତଶଙ୍କରପ୍ରଭୃତିଭି ଦେବୌ ସଦାବନ୍ଦିତା
ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷ ଜାଡ୍ୟାପହା ।”
ମହାଶୟା/ ମହାଶୟ
ଚଳିତ ମାସ ଫେବ୍ରୁୟାରୀ ତା ୧୨ ଶୁକ୍ରବାର ମାଘ ପଞ୍ଚମୀ ତିଥିରେ । ଆତ୍ମ ବିଦ୍ୟାଳୟରେ ମା’ ବୀଣାପାଣିଙ୍କ ପବିତ୍ର ପୂଜା ଉତ୍ସବ ଏକ ନିରାଡ଼ମ୍ବର ତଥା । ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜନ କରାଯାଉଛି ।
ଆଶା, ଆପଣ ଆମର ନିମନ୍ତ୍ରଣ ରକ୍ଷା କରି ଏହି ଉତ୍ସବରେ ନିଶ୍ଚୟ ଯୋଗଦେବା । ସହିତ ଆମ ମନରେ ଅଫୁରନ୍ତ ଆନନ୍ଦ ଆଣିଦେବେ । ଇତି ।
ଆପଣଙ୍କର
ବିନୀତ ଛାତ୍ରଛାତ୍ରୀଗଣ ।
ତା........ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ
କାର୍ଯ୍ୟସୂଚୀ
ପୂଜାରମ୍ଭ : ଦିବା ଦଶ ଘଟିକା
ପୁଷ୍ପାଞ୍ଜଳି : ଦିବା ବାର ଘଟିକା
ପ୍ରସାଦ ସେବନ : ଦିବା ଏକ ଘଟିକା
ମୁଦା ଲଫାପା ଉପରେ ଲେଖା ହେବ (ଠିକଣା)
ସରସ୍ଵତୀ ପୂଜା ଉତ୍ସବ
ପ୍ରାପ୍ରେଷୁ :
ଶ୍ରୀଯୁକ୍ତା ଶ୍ରୀମତୀ......................
ଗ୍ରାମ :
ପୋଷ୍ଟ :
ଜିଲ୍ଲା :