Letter to Principal asking Him to Organize Cricket Tournament in Your School in Odia Language: In this article you will get ତୁମ ବିଦ୍ୟାଳୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ଖେଳ ପ୍ରତିଯୋଗିତା ଆୟୋଜନ ପାଇଁ ତୁମ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । Headmaster Nikataku Patra in Odia.
Letter to Principal asking Him to Organize Cricket Tournament in Your School in Odia Language
ତୁମ ବିଦ୍ୟାଳୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ଖେଳ ପ୍ରତିଯୋଗିତା ଆୟୋଜନ ପାଇଁ ତୁମ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
ଉତ୍ତର :
ମାନନୀୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : କ୍ରିକେଟ ଖେଳ ପ୍ରତିଯୋଗିତା ପାଇଁ ଅନୁମତି ପ୍ରାର୍ଥନା
ମହାଶୟ,
ଗଭୀର ସମ୍ମାନର ସହ ଜଣାଉଅଛୁ କି ଆମ୍ଭ ବିଦ୍ୟାଳୟର କ୍ରିକେଟ୍ ଦଳ ସହିତ ମଧୁସୁଦନ ଉଚ୍ଚ ବିଦ୍ୟାଳୟର କ୍ରିକେଟ୍ ଦଳର ଏକ ବନ୍ଧୁତ୍ବପୂର୍ଣ୍ଣ ଖେଳ ପ୍ରତିଯୋଗିତା ଆସନ୍ତା ତା ୨ ୧i୮୨୦୧୬ରିଖ ରବିବାର ଦିନ ଆତ୍ମ ବିଦ୍ୟାଳୟ ପ୍ରାଙ୍ଗଣରେ କରାଯିବାପାଇଁ ଆମ୍ଭେମାନେ ଇଚ୍ଛା ପ୍ରକାଶ କରିଅଛୁ । ଏଥିରେ ଆମ୍ଭ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆମ୍ଭମାନଙ୍କୁ ଆବଶ୍ୟକତା ମତେ ପରିଚାଳନା ସହାୟତା ଦେବା ପାଇଁ ମଧ୍ୟ ଆପଣଙ୍କୁ ଅନୁରୋଧ ଜଣାଉଅଛୁ ।
ଏଣୁ ସବିନୟ ଅନୁରୋଧ କରୁକି ଆପଣ ଆମ୍ବକୁ ଉକ୍ତ ଦିବସରେ ଆମ୍ଭ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି କ୍ରିକେଟ୍ ଖେଳ ପ୍ରତିଯୋଗିତା ପାଇଁ ଅନୁମତି ପ୍ରଦାନ କରିବା ସହିତ ମୁଖ୍ୟ ଅତିଥି ଭାବେ ଆପଣଙ୍କର ସଦୟ ଉପସ୍ଥିତି ଦେଇ ଆମମାନଙ୍କୁ ଉତ୍ସାହିତ କରିବେ ।
।ଇତି।
ଆପଣଙ୍କର ଆଜ୍ଞାଧୀନ
ସତ୍ୟପ୍ରକାଶ ମିଶ୍ର (ଦଶମ ‘କ’)
ଦଳ ଅଧୁନାୟକ
ତା ............. କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ଯାଆଁଳା,
କ୍ରିକେଟ ଟିମ୍ ।