Application to Principal for Sick Leave in Odia: In this article you will get ପ୍ରଧାନ ଶିକ୍ଷଙ୍କକୁ କିପରି ଛୁଟି ଦରଖାସ୍ତ । ବିଦ୍ୟାଳୟରେ ତୁମର ଅନୁପସ୍ଥିତିର କାରଣ ଜଣାଇ ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଗୋଟିଏ ଦରଖାସ୍ତ ଲେଖ ।
ପ୍ରଧାନ ଶିକ୍ଷଙ୍କକୁ କିପରି ଛୁଟି ଦରଖାସ୍ତ । Application to Principal for Sick Leave in Odia
ମାନନୀୟ ଦେବଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ
ମହୋଦୟ.............ସମୀପେଷୁ ।
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ମହାଶୟ,
ନିବେଦନର କାରଣ ଏହିକି ମୁଁ ଆପଣଙ୍କ ବିଦ୍ୟାଳୟର ନବମ ଶ୍ରେଣୀରେ ଅଧ୍ୟୟନ କରେ । ମୁଁ ଥଣ୍ଡା, କାଶ ଓ ସହଁ ଜ୍ବରରେ ଆକ୍ରାନ୍ତ ହୋଇ ଗତ ତା ୧୬୭1୨୦୧୮ଠାରୁ ତା ୨୩୭୨୦ ୧୮ ପର୍ଯ୍ୟନ୍ତ ଏହି ସାତ ଦିନ ବିଦ୍ୟାଳୟରେ ଉପସ୍ଥିତ ହୋଇପାରି ନଥିଲି । ଡାକ୍ତରଙ୍କଠାରୁ ଔଷଧ ଖାଇ ଘରେ ମୋତେ ବିଶ୍ରାମ ନେବାକୁ ହୋଇଥିଲା । ସୁସ୍ତ ହୋଇ ଆଜି ମୁଁ ଶ୍ରେଣୀରେ ଯୋଗ ଦେଇଅଛି ।
ଏଣୁ ବିନୀତ ଭାବରେ ନିବେଦନ କରେ କି ଦୟାପରବଶ ହୋଇ ଆପଣ ଏହି ସାତଟି ଦିନ ମୋତେ ଛୁଟି ମଞ୍ଜୁର କଲେ ମୁଁ ଚିର କୃତଜ୍ଞ ହୋଇ ରହିବି ।
। ଇତି ।
ଆପଣଙ୍କର
ଆଜ୍ଞାଧୀନ ଛାତ୍ର
ସନ୍ତୋଷ କୁମାର ମହାନ୍ତି
ନବମ(କ) ଶ୍ରେଣୀ
0 comments: