Invitation Letter for Bratopanayan Ceremony in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ବ୍ରତୋପନୟନ ଉପଲକ୍ଷେ ଏକ ନିମନ୍ତ୍ରଣ ପତ୍ର ।" for Students. Bratopanayan Uplakshe Ek Nimantran Patra in Odia.
Invitation Letter for Bratopanayan Ceremony in Odia Language
ଓଁ ଶ୍ରୀ ଗଣେଶାୟ ନମଃ
ଓଁ ବ୍ରତେନ ଦୀକ୍ଷାମାପ୍ରୋତି ଦୀକ୍ଷୟାଶ୍ଳୋତି ଦକ୍ଷିଣାମ୍
ଦକ୍ଷିଣୀ ଶ୍ରଦ୍ଧାମାୟୋତି ଶ୍ରଦ୍ଧୟା ତୁଷ୍ୟତେ ହରିଃ ।
ମହାଶୟା ମହାଶୟା,
ମୋର କନିଷ୍ଠ ପୁତ୍ର ଆୟୁଷ୍ମାନ୍ ‘ସ୍ଥିତପ୍ରଜ୍ଞ’ର ବ୍ରତୋପନୟନ ଉତ୍ସବ ଆଗାମୀ ବୃଷ ଦି୨୯ ନ ଜୁନ୍ ତା ୧ ୨ ରିଖ ଶୁକ୍ରବାର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମଦୀୟ ବାସଭବନ ହରେକୃଷ୍ଣପୁର ଗ୍ରାମରେ ଅନୁଷ୍ଠିତ ହେବ ।
ଏଣୁ ବିନୀତ ଅନୁରୋଧ, ଆପଣ ସପରିବାର ଉକ୍ତ ବ୍ରତୋପନୟନ ଉତ୍ସବରେ ଯୋଗଦାନ କରି ନୂତନ ବ୍ରହ୍ମଚାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।। ଇତି ।
ହରେକୃଷ୍ଣପୁର ଆପଣଙ୍କର ଦର୍ଶନାଭିଳାଷୀ
ତା............ ନୃସିଂହ ମହାପାତ୍ର
କାର୍ଯ୍ୟସୂଚୀ
ତା ୧୧/୦୬/୨୦୧୬ : ମଙ୍ଗଳକୃତ୍ୟ
ତା ୧୨|o୬୨୦୧୬ : ଯଜ୍ଞାପବୀତ ଧାରଣ
ତା ୧ ୨1o୬୨୦୧୬ : ପ୍ରୀତିଭୋଜନ, ରାତ୍ର ୮ ଘଟିକା
ସ୍ଥାନ : ହରେକୃଷ୍ଣପୁର, ପୁରୀ
ପ୍ରାୟେଷୁ :
ଶ୍ରୀଯୁକ୍ତା ଶ୍ରୀମତୀ.......
ସ୍ଥାନ : .................
ଜି : ....................
ପିନ୍ : ..................
Read also :