Invitation Letter for Son's Kanphoda Ceremony in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ " ସରସ୍ଵତୀ ପୂଜା ପାଇଁ ନମୁନା ନିମନ୍ତ୍ରଣ ପତ୍ର ଲିଖନ ।" for Students. PutrakKanphoda utsab pain nimantran patra in odia.
Invitation Letter for Son's Kanphoda Ceremony in Odia Language
ଓଁ ଗଣ ଗଣପତୟେ ନମ
ମହାଶୟା/ ମହାଶୟା,
। ମୋର ଜ୍ୟେଷ୍ଠ ପୁତ୍ର ଆୟୁଷ୍ଠାନ ‘ସର୍ବଜିତ୍ ର କର୍ଣ୍ଣବେଧ ଉତ୍ସବ ଆସନ୍ତା ମୀନ ଦି୮ନ, ଫାଲଗୁନ ମାସ ତ୍ରୟୋଦଶୀ ତିଥ ଇଂରାଜୀ ମାସ ଫେବ୍ରୁଆରୀ ତା ୨୧ ରିଖ ସୋମବାରଦିନ କରାଯିବ ।
ଆପଣ ଏହି ଶୁଭ କର୍ମରେ ଯୋଗଦାନ କରିବା ସହିତ ମୋ ପୁତ୍ରକୁ ଆଶୀର୍ବାଦ ପ୍ରଦାନ କରିବାକୁ ଅନୁରୋଧ ।
ଆପଣଙ୍କ ଉପସ୍ଥିତି ମୋର ଏକାନ୍ତ କାମ୍ୟ । ଇତି ।
କଟକ ଆପଣଙ୍କର ଦର୍ଶନାଭିଳାଷୀ
ତା..... ପ୍ରକାଶ ମହାପାତ୍ର
କାର୍ଯ୍ୟ ସୂଚୀ
ତା ୨ ୧/୦୩୨୦୧୬
କବେଧ : ଦିବା ଘ୧ ୧.୨୭ମି. (ଅମୃତବେଳା)
ପ୍ରସାଦସେବନ, ବନ୍ଧୁମିଳନ : ଦିବା ୨ ଘଟିକା
ସ୍ଥାନ : ନୃସିଂହନାଥ ମନ୍ଦିର ପ୍ରାଙ୍ଗଣ, କଲ୍ୟାଣୀନଗର, କଟକ
ପ୍ରାପ୍ତିଷ୍ଣୁ :
ଶ୍ରୀଯୁକ୍ତା ଶ୍ରୀମତୀ.....
ସ୍ଥାନ : .................ଜି : .............ପିନ୍ : ...................
Read also :