Invitation Letter for Daughter's Wedding in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ " କନ୍ୟା ପକ୍ଷରୁ ଶୁଭ ବିବାହ ଉପଲକ୍ଷେ ନମୁନା ନିମନ୍ତ୍ରଣପତ୍ର ଲିଖନ" for Students. Kanya Paksharu Shubh bibah Uplakshe Nimantran Patra in Odia.
Invitation Letter for Daughter's Wedding in Odia Language
ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ
ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭମ୍
ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟଷୁ ସର୍ବଦା ।
ମହାଶୟା/ମହାଶୟା,
ଆସନ୍ତ। ଫାଲଗୁନ କୃଷ୍ଣ ଚତୁର୍ଥୀ କୁ ମୁଁ ଦି ୧୪ ନ ଇଂରାଜୀ ତା୨୬୦୯୨୦୧୬ରିଖ ଶୁକ୍ରବାର ଦିନ ଆମ୍ବର ଏକମାତ୍ର କନ୍ୟା ଆୟୁଷ୍ଣତୀ ବର୍ଷା(କୁମୁନ)ର ପିପିଲି ଶ୍ରୀରାମଚନ୍ଦ୍ରପୁର ନିବାସୀ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ରଙ୍କ କନିଷ୍ଠ ପୁତ୍ର ଆୟୁଷ୍ଠାନ ଦେବାଶିଷ(ଦେବ)ଙ୍କ ସହିତ ଶୁଭ ପରିଣୟ, ବୈଦିକ ରୀତିରେ ଅନୁଷ୍ଠିତ ହେବ ।
ଏଣୁ ସବିନୟ ଅନୁରୋଧ, ଦୟାପୂର୍ବକ ଆପଣ ଉକ୍ତ ନିର୍ଦ୍ଧାରିତ ଦିବସରେ ମଦୀୟ ବାସଭବନରେ ପଦାର୍ପଣ କରି ନବଦମ୍ପତ୍ତିଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିବାହେବେ ଇତି ।
ଶ୍ରୀରାମଚନ୍ଦ୍ରପୁର ଆପଣଙ୍କର ଦର୍ଶନାଭିଳାଷୀ
ତା.............. ଶ୍ରୀମତୀ ସୌଦାମିନୀ ମିଶ୍ର
ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ମିଶ୍ର
କାର୍ଯ୍ୟସୂଚୀ
ତା ୨୫୦୯୨୦୧୬ : ଗୁରୁବାର : ମଙ୍ଗଳକୃତ୍ୟ
ତା ୨୬୦୯୨୦୧୬ : ଶୁକ୍ରବାର : ବିବାହ, ପାଣିଗ୍ରହଣ
ପ୍ରୀତିଭୋଜନ, ରାତ୍ର ୮ଘଟିକା
ସ୍ଥାନ : ଶ୍ରୀରାମଚନ୍ଦ୍ରପୁର,
ଦୂରଭାଷ : ................
ଶୁଭେଛାସହ :
ପ୍ରକାଶ, ପ୍ରଭାତ, କୃଷ୍ଣ, ପ୍ରତାପ, ବନ୍ଧୁ ଓ ପରିବାରବର୍ଗ
ଠିକଣା
ପ୍ରାପ୍ରେଷୁ :
ଶ୍ରୀଯୁକ୍ତା ଶ୍ରୀମତୀ...............................
ସ୍ଥାନ : .................. ଜି :.................
Read also :