Saturday, 10 April 2021

Invitation Letter for Daughter's Kanphoda Ceremony in Odia Language

Invitation Letter for Daughter's Kanphoda Ceremony in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ " କନ୍ୟାର କାନଫୋଡ଼ା ପର୍ବ ପାଳନ ନିମନ୍ତେ ନିମନ୍ତ୍ରଣ ପତ୍ର ଲେଖ ।" for Students.

Invitation Letter for Daughter's Kanphoda Ceremony in Odia Language

ଓଁ ଗଣ ଗଣପତୟେ ନମଃ ।

ମହାଶୟା/ମହାଶୟା,

ମୋର କନିଷ୍ଠା କନ୍ୟା ଆୟୁଷ୍ଣତୀ ‘ସ୍ଵପ୍ନାସରିତା’ ର କାନଫୋଡ଼ା ଉତ୍ସବ ଆସନ୍ତା ମୀନ ଦି ୨୯ନ, ବୈଶାଖ ମାସ ପଞ୍ଚମୀ ତିଥ ଇଂରାଜୀ ମାସ ଏପ୍ରିଲ ତା ୧ ୧ ରିଖ ସୋମବାର ଦିନ କରାଯିବ ।

ଆପଣ ଏହି ଶୁଭକର୍ମରେ ଯୋଗଦାନ କରିବା ସହିତ ମୋ କନ୍ୟାକୁ ଆଶୀର୍ବାଦ କରିବା ହେବେ । ଇତି ।

ବିନାୟକପୁର ଆପଣଙ୍କର ଦର୍ଶନାଭିଳାଷୀ

ତା......... ମନୋରଞ୍ଜନ ପଣ୍ଡା

କାର୍ଯ୍ୟସୂଚୀ

ତା ୧୧|o୯୨୦୧୬

କାନଫୋଡ଼ା କର୍ମ : ଦିବା ଘ ୧୦.୩୦ ମିନିଟ୍(ଅମୃତବେଳା)

ପ୍ରସାଦ ସେବନା ବନ୍ଧୁ ମିଳନ : ଦିବା ୨ ଘଟିକା

ସ୍ଥାନ : ଲଡୁବାବା ମନ୍ଦିର ପ୍ରାଙ୍ଗଣ, ନୟାଗଡ଼

ପ୍ରାଖୁ

ଶ୍ରୀଯୁକ୍ତା

ଶ୍ରୀମତୀ..... ...............

ସ୍ଥାନ : ......................

ଜି : ......................... ପିନ୍ : .........

Read also :


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: