Invitation Letter for Daughter's Kanphoda Ceremony in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ " କନ୍ୟାର କାନଫୋଡ଼ା ପର୍ବ ପାଳନ ନିମନ୍ତେ ନିମନ୍ତ୍ରଣ ପତ୍ର ଲେଖ ।" for Students.
Invitation Letter for Daughter's Kanphoda Ceremony in Odia Language
ଓଁ ଗଣ ଗଣପତୟେ ନମଃ ।
ମହାଶୟା/ମହାଶୟା,
ମୋର କନିଷ୍ଠା କନ୍ୟା ଆୟୁଷ୍ଣତୀ ‘ସ୍ଵପ୍ନାସରିତା’ ର କାନଫୋଡ଼ା ଉତ୍ସବ ଆସନ୍ତା ମୀନ ଦି ୨୯ନ, ବୈଶାଖ ମାସ ପଞ୍ଚମୀ ତିଥ ଇଂରାଜୀ ମାସ ଏପ୍ରିଲ ତା ୧ ୧ ରିଖ ସୋମବାର ଦିନ କରାଯିବ ।
ଆପଣ ଏହି ଶୁଭକର୍ମରେ ଯୋଗଦାନ କରିବା ସହିତ ମୋ କନ୍ୟାକୁ ଆଶୀର୍ବାଦ କରିବା ହେବେ । ଇତି ।
ବିନାୟକପୁର ଆପଣଙ୍କର ଦର୍ଶନାଭିଳାଷୀ
ତା......... ମନୋରଞ୍ଜନ ପଣ୍ଡା
କାର୍ଯ୍ୟସୂଚୀ
ତା ୧୧|o୯୨୦୧୬
କାନଫୋଡ଼ା କର୍ମ : ଦିବା ଘ ୧୦.୩୦ ମିନିଟ୍(ଅମୃତବେଳା)
ପ୍ରସାଦ ସେବନା ବନ୍ଧୁ ମିଳନ : ଦିବା ୨ ଘଟିକା
ସ୍ଥାନ : ଲଡୁବାବା ମନ୍ଦିର ପ୍ରାଙ୍ଗଣ, ନୟାଗଡ଼
ପ୍ରାଖୁ
ଶ୍ରୀଯୁକ୍ତା
ଶ୍ରୀମତୀ..... ...............
ସ୍ଥାନ : ......................
ଜି : ......................... ପିନ୍ : .........
Read also :