Wedding Invitation Letter in Odia ପୁତ୍ରର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନମୁନା ନିମନ୍ତ୍ରଣ ପତ୍ର ଲେଖ

Admin
0

Invitation Letter for Son's Marriage in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ପୁତ୍ରର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନମୁନା ନିମନ୍ତ୍ରଣ ପତ୍ର ଲେଖ" "wedding invitation letter in odia" for Students.

Wedding Invitation Letter in Odia ପୁତ୍ରର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନମୁନା ନିମନ୍ତ୍ରଣ ପତ୍ର ଲେଖ

ପୁତ୍ରର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନମୁନା ନିମନ୍ତ୍ରଣ ପତ୍ର ଲେଖ

ଉତ୍ତର : ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ

‘ମଙ୍ଗଳେ ଭଗବାନ୍ ବିଷ୍ଣୁଃ ମଙ୍ଗଳ୍ପ ଗରୁଡ଼ଧ୍ବଇଃ,

ମଙ୍ଗଳେ ପୁଣ୍ଡାରୀକାକ୍ଷଃ, ମଙ୍ଗଳାୟ ତନୋ ହତିଃ ।

ମହାଶୟା/ ମହାଶୟ

ଚଳିତ ଇଂରାଜୀ ତା ୧୭୮୨୦୧୬ରିଖ (ବୁଧବାର) ଦିନ ଆମ୍ଭର ମଧ୍ୟମ ପୁତ୍ର ଆୟୁଷ୍ମାନ୍ ଅଜିତ୍(ରାଜ)ର ଢେଙ୍କାନାଳ ସହର ନିବାସୀ ଶ୍ରୀଯୁକ୍ତ ଅନୀଲ ମିଶ୍ରଙ୍କ ଏକମାତ୍ର କନ୍ୟା ଆୟୁଷ୍ଣତୀ ଅନୀଷା(ରାମି)ଙ୍କ ସହିତ ବୈଦିକମତେ ଶୁଭ ପରିଣୟ ଅନୁଷ୍ଠିତ ହେବ ।

ଏଣୁ ବିନୀତ ଅନୁରୋଧ, ଆପଣ ସପରିବାର ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ନବଦମ୍ପତ୍ତିଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିବା ହେବେ । ପତ୍ରଦ୍ଵାରା ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କରିବେ ।

ଶୁଭେଚ୍ଛା ସହ :

। ଇତି ।

କାର୍ଯ୍ୟସୂଚୀ ଆପଣଙ୍କର ଦର୍ଶନାଭିଳାଷୀ

ତା ୧୬୮୨୦୧୬(ମଙ୍ଗଳବାର) : ମଙ୍ଗଳକୃତ୍ୟ ଶ୍ରୀମତୀ ରେବା ପାଢ଼ୀ

ତା ୧୭୮1୨୦୧୬(ବୁଧବାର) : ବରାନୁଗମନ ଶ୍ରୀଯୁକ୍ତ ଅରୁଣ ପାଢ଼ୀ

ଓ ପାଣି ଗ୍ରାହଣ

ତା ୨୧i୮1୨୦୧୬ (ରବିବାର) : ଅମ୍ବାନ ପାଢ଼ୀ

ପ୍ରୀତିଭୋଜନ : ସନ୍ଧ୍ୟା ୭ ଘଟିକା ବନ୍ଧୁ ଓ ପରିବାର ବର୍ଗ

ସ୍ଥାନ: ମୋହନ ମଣ୍ଡପ, ନୂଆସାହି

Post a Comment

0Comments
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !