Invitation Letter for Parents Meeting in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ବିଦ୍ୟାଳୟରେ ଅଭିଭାବକ ସଭା କରିବା ପାଇଁ ନିମନ୍ତ୍ରଣ ପତ୍ର ଲେଖ ।" for Students.
Invitation Letter for Parents Teacher Meeting in Odia Language
ଉରାଳୀ ଉଚ୍ଚ ବିଦ୍ୟାଳୟ, ଉରାଳୀ କଟକ ।
ପ୍ରାପ୍ରେଷୁ : ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କର ଅଭିଭାବକବୃନ୍ଦ ।
ମହାଶୟା/ମହାଶୟା
ଛାତ୍ରଛାତ୍ରୀମାନଙ୍କର ଉନ୍ନତି କଳେ ଆମ ଉରାଳୀ ଉଚ୍ଚ ବିଦ୍ୟାଳୟ, ଉରାଳୀରେ ଆସନ୍ତା ତା ୨୪l୦୪1୨୦୧୬ରିଖ ଶନିବାର ଅପରାହ୍ନ ଦୁଇଘଣ୍ଟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନଙ୍କୁ ନେଇ ଏକ ଅଭିଭାବକ ସଭା ଅନୁଷ୍ଠିତ ହେବ ।
ଏଣୁ ସବିନୟ ଅନୁରୋଧ ଆପଣ ଉକ୍ତ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଅଭିଭାବକ ସଭାରେ ଯୋଗଦେଇ ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିବା ହେବେ ।
ଆପଣଙ୍କ ଉପସ୍ଥିତି ଏକାନ୍ତ କାମ୍ୟ । ଇତି ।
ଆପଣଙ୍କର ପ୍ରତିଭାମୁଗଧ
ତା..... ଶ୍ରୀଯୁକ୍ତ.....
ପ୍ରଧାନ ଶିକ୍ଷକ
ଉରାଳୀ ଉଚ୍ଚ ବିଦ୍ୟାଳୟ, କଟକ
ଠିକଣା
ପ୍ରାପ୍ରେଷ୍ଟ :
ଶ୍ରୀଯୁକ୍ତା ଶ୍ରୀମତୀ........................
ସ୍ଥାନ : ............... ପୋ:.........
ଜି : .................. ପିନ୍ : ........