Sunday, 11 April 2021

Invitation Letter for Parents Teacher Meeting in Odia Language

Invitation Letter for Parents Meeting in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ବିଦ୍ୟାଳୟରେ ଅଭିଭାବକ ସଭା କରିବା ପାଇଁ ନିମନ୍ତ୍ରଣ ପତ୍ର ଲେଖ ।" for Students.

Invitation Letter for Parents Teacher Meeting in Odia Language

ଉରାଳୀ ଉଚ୍ଚ ବିଦ୍ୟାଳୟ, ଉରାଳୀ କଟକ ।

ପ୍ରାପ୍ରେଷୁ : ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କର ଅଭିଭାବକବୃନ୍ଦ ।

ମହାଶୟା/ମହାଶୟା

ଛାତ୍ରଛାତ୍ରୀମାନଙ୍କର ଉନ୍ନତି କଳେ ଆମ ଉରାଳୀ ଉଚ୍ଚ ବିଦ୍ୟାଳୟ, ଉରାଳୀରେ ଆସନ୍ତା ତା ୨୪l୦୪1୨୦୧୬ରିଖ ଶନିବାର ଅପରାହ୍ନ ଦୁଇଘଣ୍ଟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନଙ୍କୁ ନେଇ ଏକ ଅଭିଭାବକ ସଭା ଅନୁଷ୍ଠିତ ହେବ ।

ଏଣୁ ସବିନୟ ଅନୁରୋଧ ଆପଣ ଉକ୍ତ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଅଭିଭାବକ ସଭାରେ ଯୋଗଦେଇ ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିବା ହେବେ ।

ଆପଣଙ୍କ ଉପସ୍ଥିତି ଏକାନ୍ତ କାମ୍ୟ । ଇତି ।

ଆପଣଙ୍କର ପ୍ରତିଭାମୁଗଧ

ତା..... ଶ୍ରୀଯୁକ୍ତ.....

ପ୍ରଧାନ ଶିକ୍ଷକ

ଉରାଳୀ ଉଚ୍ଚ ବିଦ୍ୟାଳୟ, କଟକ

ଠିକଣା

ପ୍ରାପ୍ରେଷ୍ଟ :

ଶ୍ରୀଯୁକ୍ତା ଶ୍ରୀମତୀ........................

ସ୍ଥାନ : ............... ପୋ:.........

ଜି : .................. ପିନ୍ : ........


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: