Invitation Letter for Ekusha Ceremony in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ଶିଶୁ ପୁତ୍ରର ଏକୋଇଶା ଉତ୍ସବରେ ଯୋଗଦାନ ପାଇଁ ନିମନ୍ତ୍ରଣ ପତ୍ରଟିଏ ଅଭିଭାବକଙ୍କ ତରଫରୁ ଲେଖ ।", "Ekushe Nimantran Patra in Odia" for Students.
Invitation Letter for Ekusha Ceremony in Odia Language
ଓଁ ଶ୍ରୀ ଶ୍ରୀ ସତ୍ୟନାରାୟଣାୟ ନମଃ
ମହାଶୟ,
ଆପଣ ଜାଣି ଖୁସି ହେବେ ଯେ, ମୋର ମଧ୍ୟମ ପୁତ୍ର ବିଭାବସୁ ଓ ମଧ୍ୟମା ପୁତ୍ର ବଧୂ ଶ୍ରୀମତୀ ବି ଭାବରୀଙ୍କ କୋଳମଣ୍ଡନ କରି ଗତ ତା । ୩୧୭1୨୦୧୬ରିଖ ପାହାନ୍ତା ପ୍ରହରରେ ଶିଶୁ ପୁତ୍ରଟିଏ ଭୂମିଷ୍ଠ ହୋଇଅଛି । ଘରକୁ ନୂତନ ଅତି ଥିରୁ ପେ ଆସିଥିବା ମୋ ନାତି ର ଏକୋଇଶା ଆଗାମୀ ତା । ୨ ୧i୮1୨୦୧୬ରିଖ ରବିବାର ଦିନ ପଡ଼ୁଅଛି ।
ଏଣୁ ବିନୀତ ଅନୁରୋଧ, ଆପଣ ସପରିବାର ଆମ୍ଭ ଗୃହରେ ପଦାର୍ପଣ କରି ଶିଶୁଟିକୁ ଆଶୀର୍ବାଦ ପ୍ରଦାନ କରିବେ । ଇତି ଆପଣଙ୍କର ଦର୍ଶନାଭିଳାଷୀ ।
ଶ୍ରୀ କ୍ଷେତ୍ରବାସୀ ପାଲଟାସିଂହ
ତା....... ଏବଂ ପରିବାରବର୍ଗ
ପାଟପୁର, ଖୋର୍ଦ୍ଧା
କାର୍ଯ୍ୟସୂଚୀ
ତା ୨ ୧୮୨୦୧୬ -ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଓ
ପାଲା ପରିବେଷଣ- ସନ୍ଧ୍ୟା ୫.୩୦ ମିନିଟରେ
ପ୍ରସାଦ ସେବନ - ସନ୍ଧ୍ୟା ୭ଟା,ସ୍ଥାନ : ଗୃହନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣ ।