Invitation Letter for Annual Function of School in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର" for Students. Invitation Letter for School Annual Day in Odia.
Invitation Letter for Annual Function of School in Odia Language
ଗ୍ରାମମଙ୍ଗଳ ସମିତି ଉଚ୍ଚ ବିଦ୍ୟାଳୟ, ରୂଢ଼ିଆ, ଯାଜପୁର
ମହାଶୟ/ମହାଶୟା
ଆସନ୍ତା ଡିସେମ୍ବର ମାସ ପାଞ୍ଚ ତାରିଖ ଶନିବାର ଦିନ ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ଷିକ ଉତ୍ସବ ଆମ୍ଭ ବିଦ୍ୟାଳୟରେ ମହା ସମାରୋହରେ ପାଳିତ ହେବ । ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ, ..................ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ଆମ୍ଭ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ...... ସମ୍ମାନିତ ଅତିଥି ଭାବରେ ଯୋଗ ଦେଉଛନ୍ତି । କିଛି ଦିନ ପୂର୍ବରୁ ସମାହିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।
ଏଣୁ ନିବେଦନ କରୁକି ଆପଣ ଆମ୍ଭ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦାନ କରି ଆମ୍ଭମାନଙ୍କୁ ବିଶେଷ ଉତ୍ସାହିତ କରିବା ହେବେ ।
ଇତି
ଆପଣଙ୍କର ବିନୟାବତ
ଛାତ୍ରଛାତ୍ରୀବୃନ୍ଦ
ଗ୍ରାମମଙ୍ଗଳସମିତି, ଉଚ୍ଚବିଦ୍ୟାଳୟ,
ରୂଢ଼ିଆ, ଯାଜପୁର
ତା....
କାର୍ଯ୍ୟସୂଚୀ
ଉତ୍ସବ ଉଦ୍ଘାଟନ ଓ ସଭାକାର୍ଯ୍ୟ ଆରମ୍ଭ : ଦିବା ପାଞ୍ଚ ଘଟିକା
ପୁରସ୍କାର ବିତରଣ : ସନ୍ଧ୍ୟା ଛଅ ଘଟିକା
ମନୋରଞ୍ଜନ କାର୍ଯ୍ୟକ୍ରମ : ସନ୍ଧ୍ୟା ସାତ ଘଟିକା