Letter to Principal for Early Leave from School in Odia Language: In this article you will get ତୁମର ମୁଣ୍ଡବ୍ୟଥା ହେଉଥିବାରୁ ଅଦ୍ୟ ପଞ୍ଚମ ପିରିୟଡ଼ଠାରୁ ସପ୍ତମ ପିରିୟଡ୍ । ପର୍ଯ୍ୟନ୍ତ ଛୁଟି ପାଇଁ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । Headmaster Nikataku Patra in Odia.
Letter to Principal for Early Leave from School in Odia Language
ତୁମର ମୁଣ୍ଡବ୍ୟଥା ହେଉଥିବାରୁ ଅଦ୍ୟ ପଞ୍ଚମ ପିରିୟଡ଼ଠାରୁ ସପ୍ତମ ପିରିୟଡ୍ । ପର୍ଯ୍ୟନ୍ତ ଛୁଟି ପାଇଁ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
ଉତ୍ତର :
ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ମହୋଦୟ
କେ.ସି.ଟାଉନ୍ ହାଇସ୍କୁଲ, ବ୍ରହ୍ମପୁର, ଗଞ୍ଜାମ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ପଞ୍ଚମ ପିରିୟଠାରୁ ସପ୍ତମ ପିରିୟଡ୍ ପର୍ଯ୍ୟନ୍ତ ଛୁଟି ପାଇଁ ଦରଖାସ୍ତ ।
ମହାଶୟ,
ଅତ୍ୟନ୍ତ ନମ୍ରତା ଓ ଗଭୀର ସମ୍ମାନର ସହ ଆପଣଙ୍କ ନିକଟରେ ନିବେଦନ କରେ କି ମୋର ପ୍ରବଳ ମୁଣ୍ଡବ୍ୟଥା ହେତୁ ମୁଁ ଅଦ୍ୟ ତା ୧୦୮୨୦୧୬ରିଖ ପଞ୍ଚମ ପିରିୟଡ୍ଠାରୁ ସପ୍ତମ ପିରିୟଡ୍ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷରେ ବସି ପାଠପଢ଼ିବା ପାଇଁ ଅସମର୍ଥ ମନେ କରୁଛି ।
ଏଣୁ ସବିନୟ ପ୍ରାର୍ଥନା କରେ କି ଆପଣ ଦୟାପରବଶ ହୋଇ ମୋତେ ଉପଯୌକ୍ତ ପିରିୟଡ୍ ଗୁଡିକୁ ଛୁଟି ପ୍ରଦାନ କଲେ ଅଧୀନ ଆପଣଙ୍କ ନିକଟରେ କୃତଜ୍ଞ ରହିବ ।
| ଇତି ।
କେ.ସି.ଟାଉନ୍ ହାଇସ୍କୁଲ ଆପଣଙ୍କର ଆଜ୍ଞାବହ ଛାତ୍ର
ବ୍ରହ୍ମପୁର, ଗଞ୍ଜାମ ତରୁଣ କୁମାର ସେନାପତି
ତା ............ ଶ୍ରେଣୀ-୧୦ମ(କ)
ରୋଲ୍ ନଂ : ୦୨
0 comments: