Leave Application to Principal to Attend sister's marriage in Odia Language: In this article you will get ବଡ଼ଭଉଣୀଙ୍କର ବିବାହ ଉତ୍ସବ ପାଇଁ ଚାରିଦିନ ଛୁଟି ମଞ୍ଚର ନିମିତ୍ତ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।Headmaster Nikataku Patra in Odia.
Leave Application to Principal to Attend sister's marriage in Odia Language
ବଡ଼ଭଉଣୀଙ୍କର ବିବାହ ଉତ୍ସବ ପାଇଁ ଚାରିଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ପ୍ରୋକ୍ତ ଛୁଟି ମଞ୍ଚର ନିମିତ୍ତ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ରାସବିହାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ,
ମହୋଦୟ.....................ସମୀପେଷୁ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ଛୁଟି ମଞ୍ଜୁର ନିମିତ୍ତ ପ୍ରାର୍ଥନା
ମହାଶୟ,
ସମ୍ମାନର ସହ ନିବେଦନ କରୁଅଛି କି, ମୁଁ ସୌମ୍ୟାଶ୍ରୀ ମିଶ୍ର ଆପଣଙ୍କ ବିଦ୍ୟାଳୟର ନବମ ଶ୍ରେଣୀ(କ)ରେ ଅଧ୍ୟୟନ କରୁଅଛି । ମୋ’ ବଡ଼ଭଉଣୀର ବିବାହ ଉପଲକ୍ଷେ ମୁଁ ଗତ ତା ୧୫/୦ ୧1୨୦୧୬ରିଖ ଠାରୁ ୧୮୦ ୧1୨୦୧୬ରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ହୋଇପାରିନଥିଲି ।
ଏଣୁ ସବିନୟ ଅନୁରୋଧ କରେ କି, ଆପଣ ମୋର ପରିବାରର ଆବଶ୍ୟକତାକୁ ବିଚାରକୁ ନେଇ ମୋତେ ଉପଯୌକ୍ତ ଚାରିଗୋଟି ଦିନ ପାଇଁ ଅନୁଗ୍ରହ ପୂର୍ବକ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କ ନିକଟରେ ବିଶେଷ ଉପକୃତ ହେବି ।
ଇତି।
ଆପଣଙ୍କର ଆଜ୍ଞାଧୀନ ଛାତ୍ରୀ
ରାସବିହାରୀ ଉଚ୍ଚ ବିଦ୍ୟାଳୟ ସୌମ୍ୟାଶ୍ରୀ ମିଶ୍ର
ତା ............ ଶ୍ରେଣୀ- ନବମ(କ)
ରୋଲ ନଂ: ୨୭
0 comments: