Leave Application to Principal for Mother illness in Odia Language: In this article you will get ମା’ଙ୍କ ସେବା ନିମିତ୍ତ ତୁମେ ବିଦ୍ୟାଳୟରେ ତିନିଦିନ ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । Headmaster Nikataku Patra in Odia.
Leave Application to Principal for Mother illness in Odia Language
ମା’ଙ୍କ ସେବା ନିମିତ୍ତ ତୁମେ ବିଦ୍ୟାଳୟରେ ତିନିଦିନ ଅନୁପସ୍ଥିତ ଥିଲ । ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ବିଶ୍ବମ୍ବର ବିଦ୍ୟାପୀଠର ପ୍ରଧାନଶିକ୍ଷକ ମହୋଦୟ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ଛୁଟି ମଞ୍ଜୁର ନିମିତ୍ତ ପ୍ରାର୍ଥନା
ମହାଶୟ,
ଗଭୀର ସମ୍ମାନ ଓ ନମ୍ରତାର ସହ ଜଣାଉଅଛି କି, ମୋ’ ମାତାଙ୍କ ଶରୀରରେ । ଜ୍ଵରର ମାତ୍ରା ହଠାତ୍ ବୃଦ୍ଧିହେତୁ ମୁଁ ତାଙ୍କର ସେବାଯତ୍ କାର୍ଯ୍ୟ ନିମିତ୍ତ ତା ୧୫/୦୭୨୦୧୬ରିଖ ରୁ ତା ୧୭୭୨୦୧୬ରିଖ ପର୍ଯ୍ୟନ୍ତ ତିନିଦିନ ବିଦ୍ୟାଳୟରେ ଉପସ୍ଥିତ ହୋଇ ପାରିଲି ନାହିଁ ।
ଏଣୁ ସବିନୟ ଅନୁରୋଧ କରେ କି ଆପଣ ମୋତେ ଉପଯୁକ୍ତ ତିନିଦିନ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କ ନିକଟରେ ଚିର ଉପକୃତ ରହିବି । ଇତି
ବିଶ୍ବମ୍ଭର ବିଦ୍ୟାପୀଠ, ଆପଣଙ୍କର ଆଜ୍ଞାଧୀନ ଛାତ୍ରୀ
ପୁରୀ ପ୍ରଜ୍ଞାପାରମିତା ମିଶ୍ର
ତା ......... ଶ୍ରେଣୀ-୯(କ)
ରୋଲ୍ ନଂ : ୨୦
0 comments: