Leave Application to Principal for Mother illness in Odia Language: In this article you will get ମା’ଙ୍କ ସେବା ନିମିତ୍ତ ତୁମେ ବିଦ୍ୟାଳୟରେ ତିନିଦିନ ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । Headmaster Nikataku Patra in Odia.
Application to Principal for Sick Leave in Odia Language
ତୁମର ଶରୀର ଅସୁସ୍ଥ ଥିବାରୁ ତୁମେ ବିଦ୍ୟାଳୟରେ ଅନୁପସ୍ଥିତ ଥୁଲ । ଦୁଇଦିନ ଛୁଟି ମଞ୍ଜୁର ପାଇଁ ପ୍ରଧାନଶିକ୍ଷକଙ୍କ ନିକଟକୁ ଏକ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ବିପିନବିହାରୀ ହାଇସ୍କୁଲ, ବାଗଲପୁରର
ପ୍ରଧାନଶିକ୍ଷକ ମହୋଦୟ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ଛୁଟି ମଞ୍ଜୁର ନିମିତ୍ତ ନିବେଦନ
ମହାଶୟ,
ଅତ୍ୟନ୍ତ ବିନମ୍ରତାର ସହିତ ନିବେଦନ କରେ କି, ମୋର ପେଟ ଯନ୍ତ୍ରଣା ସହ ଅଜୀର୍ଣ ହେଉଥିବାରୁ ମୁଁ ତା ୧୩୦୮1୨୦୧୬ରିଖ ରୁ ତା ୧୪l୦୮/୨୦୧୬ ରିଖ ପର୍ଯ୍ୟନ୍ତ ଦୁଇଦିନ ବିଦ୍ୟାଳୟରେ ଉପସ୍ଥିତ ହୋଇପାରିଲି ନାହିଁ ।
ଏଣୁ ସବିନୟ ପ୍ରାର୍ଥନା କରେ କି ଆପଣ ଦୟାପରବଶ ହୋଇ ମୋତେ ଉକ୍ତ ଦୁଇଦିନ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କ ନିକଟରେ ଚିରଉପକୃତ ରହିବି।
ଇତି
ବି.ବି. ହାଇସ୍କୁଲ ଆପଣଙ୍କର ଆଜ୍ଞାବହ ଛାତ୍ରୀ
ବାଗଲପୁର କୁମାରୀ ଶୁଭଲକ୍ଷ୍ମୀ ମିଶ୍ର
ବାଲିପାଟଣା ଶ୍ରେଣୀ-୧୦ମ(କ)
ଜି: ଖୋର୍ଦ୍ଧା ରୋଲ ନଂ : ୧
0 comments: